28/04/2026
ଶ୍ରୀଯୁକ୍ତ ଆର. ପାଢୀ, 43 ବର୍ଷ — ସୋରିଆସିସ୍ ସହ ୬ ବର୍ଷର ଯୁଦ୍ଧ…
“ ଚର୍ମରୁ ଚୋପା ଛାଡିଲାପରି ହେଉଛି… ଲୋକଙ୍କ ଆଗରେ ଯିବାକୁ ମଧ୍ୟ ଲଜ୍ଜା ଲାଗୁଛି।”
43 ବର୍ଷର ଜଣେ ବ୍ୟବସାୟୀ। ବାହାରୁ ସବୁକିଛି ଠିକ୍ ଲାଗୁଥିଲା, କିନ୍ତୁ ଭିତରେ ସେ ଦୀର୍ଘଦିନ ଧରି ସୋରିଆସିସ୍ ସହ ଲଢ଼ୁଥିଲେ। ଆରମ୍ଭରେ ହାତରେ ଛୋଟ ଛୋଟ ଲାଲ ଦାଗ ହେଉଥିଲା। ସେ ଭାବିଥିଲେ ଏଲର୍ଜି ହେବ। କିଛି ଦିନ ପରେ ସେହି ଦାଗ scalp, elbow, knee ଓ back ପର୍ଯ୍ୟନ୍ତ ପ୍ରସାରିତ ହେଲା। Dry flakes ପଡ଼ୁଥିଲା, itching ବଢ଼ୁଥିଲା, ରାତିରେ ନିଦ ମଧ୍ୟ ହେଉନଥିଲା।
ସବୁଠାରୁ ବଡ଼ କଷ୍ଟ?
କଳା shirt ପିନ୍ଧିଲେ ସାରା କାନ୍ଧରେ white flakes ଦେଖାଯାଉଥିଲା। meeting ରେ confidence ହ୍ରାସ ପାଇଁଥିଲା। Family function କୁ ଯିବା avoid କରୁଥିଲେ। ତାଙ୍କ କଥାରେ —
“ମୁଁ ରୋଗ ଠାରୁ ଅଧିକ, ଲୋକଙ୍କ ଦୃଷ୍ଟିରୁ ଭୟ ପାଉଥିଲି।”
ସେ steroid cream, ointment — ବହୁତ treatment try କରିଥିଲେ। କିଛିଦିନ relief ମିଳୁଥିଲା, ପୁଣି flare-up ହେଉଥିଲା। ସେ confused ଥିଲେ — “ଆସଲେ problem କଣ?”
Consultation ସମୟରେ ଆମେ detail ରେ history ନେଲୁ। ସେତେବେଳେ ଜଣାପଡ଼ିଲା ଯେ business stress ବହୁତ ଥିଲା, sleep irregular ଥିଲା, spicy food ଓ alcohol ମଧ୍ୟ trigger କରୁଥିଲା। ତାଙ୍କ immunity pattern ଓ emotional stress ମଧ୍ୟ ସମସ୍ୟାକୁ ଅଧିକ କରୁଥିଲା।
ତେଣୁ କେବଳ skin କୁ suppress କରିବା ପାଇଁ treatment ନୁହେଁ…
ଆମେ ଦେଲୁ individualized homeopathic treatment, ତାଙ୍କ body constitution ଅନୁସାରେ। ସହିତ simple lifestyle changes — proper sleep, stress management, trigger food avoidance, hydration advice।
ପ୍ରଥମ ମାସରେ itching କିଛି କମିଲା।
ଦ୍ୱିତୀୟ ମାସରେ flakes significantly କମିଗଲା।
ଧୀରେ ଧୀରେ redness ଓ patches ହ୍ରାସ ପାଇଲା।
କିଛି ମାସ ପରେ ସେ clinic କୁ ଆସି ହସିକି କହିଲେ —
“ଡାକ୍ତରବାବୁ, ଏବେ କଳା shirt ପିନ୍ଧିବାରେ ଭୟ ନାହିଁ… ମୁଁ ପୁଣି normal life କୁ ଫେରିଆସିଛି।”
Insight: Psoriasis କେବଳ skin problem ନୁହେଁ। ବହୁତ ସମୟରେ stress, immunity imbalance ଓ lifestyle triggers ଏହାକୁ ବଢ଼ାଇଦିଏ। କେବଳ cream ଲଗାଇ ଚାପି ଦେଲେ permanent solution ମିଳେନି।
ଯଦି ଆପଣ ମଧ୍ୟ psoriasis କୁ ignore କରୁଛନ୍ତି, proper diagnosis ଓ root-cause treatment ବହୁତ important।
For Appointment call 7682817790