20/08/2026
ନମସ୍କାର! 🙏🏼
ଆଜି ତା 21/08/2026 ରିଖ ଶୁକ୍ରବାର ଅପରାହ୍ନ 4:00 ଘ. ସମୟ ରେ ଆସୁଛନ୍ତି ସ୍ନାୟୁ ରୋଗ ବେଶେଷଜ୍ଞ Dr. Sachidananda Swain from AIIMS, BBSR
ନିମ୍ନୋକ୍ତ ରୋଗର ଲକ୍ଷଣ ଥିଲେ
——————————————
ମସ୍ତିସ୍କ ଆଘାତ
ଅପସ୍ମାର ବା ମିର୍ଗୀ
ସ୍ନାୟୁ ଦୁର୍ବଳତା
ମୁଣ୍ଡ ବ୍ଯଥା
ରକ୍ତ ଚାପ
ସ୍ମରଣ ଶକ୍ତି ହ୍ରାସ
ଗୋଡ ହାତ ଥରିବା
ମାଂସ ପେଶୀୟ ଜନିତ ରୋଗ
ସ୍ନାୟୁ ଜନିତ ରୋଗ
ଅଣ୍ଟା ଓ ବେକବ୍ୟଥା
ନିଦ୍ରା ଜନିତ ରୋଗ
ମସ୍ତିସ୍କ ଟ୍ୟୁମର
ନିମ୍ନ ପଛପାର୍ଶ୍ଵ ବ୍ୟଥା
ମୁଣ୍ଡ ବୁଲାଇବା
ଶରୀରର ଦୁର୍ବଳତା
ଆଂଠୁ ଗଣ୍ଠି ବାତ
ମେରୁଦଣ୍ଡ ଆଘାତ,
ପୋଡାଜଳା, ଝିମା (ବଧିରା)
ଇତ୍ୟାଦି ରୋଗର ପରାମର୍ଶ ପାଇଁ ଯୋଗାଯୋଗ କରନ୍ତୁ
*Manorama Healthcare*, *Jayashree Chhaka, Nimapada*
Call For Booking (ଯୋଗାଯୋଗ) :
☎️ *9937407474*
☎️ *9937507474*