27/08/2026
*ପତଞ୍ଜଳି Cholesterol Care Liquid – ମୁଖ୍ୟ ଉପକାରିତା*
*ମୁଖ୍ୟ Benefits:*
❤️ Cholesterol ସ୍ତରକୁ ସ୍ୱସ୍ଥ ରଖିବାରେ ସହାୟତା
🫀 Heart health କୁ support କରେ
🔄 Metabolism କୁ support କରିବାରେ ସହାୟକ
🌿 Garlic, Amla, Ginger, Arjuna, Green Tea, Apple Cider Vinegar ଭଳି botanical ingredients ରହିଛି।
⚡ L-Arginine ଓ L-Carnitine ମଧ୍ୟ formulation ରେ ରହିଛି।
*କିପରି ଖାଇବେ?*
30 ml Cholesterol Care Liquid + 30 ml ଗରମ ପାଣି, ଭଲଭାବେ ମିଶାଇ ସକାଳେ ଖାଲି ପେଟରେ କିମ୍ବା dinner ପରେ ପ୍ରାୟ 30 ମିନିଟ୍ ପରେ ନିଆଯାଇପାରେ।