Monali Ladies corner

Monali Ladies corner hy

01/08/2023
01/05/2021

ପ୍ରିୟ କଳିଙ୍ଗ ବୈଶ୍ୟ ପରିବାର ର ସଦସ୍ୟ ବୃନ୍ଦ ଏବଂ ମୋର ସମସ୍ତ ଫେସବୁକ ବନ୍ଧୁ ବୃନ୍ଦ ଏହି ଚିଠି ମାଧ୍ୟମରେ ଜଣାଇ ବାର କାରଣ ଆମ ସମାଜ ର କିମ୍ବା ଏହି କଲିଙ୍ଗ ମିଟିର ସମସ୍ତ ସମାଜ ର ଯେଉଁ ବ୍ୟକ୍ତି ବିଶେଷ ମାନେ ଏହି ମହାମାରୀ ରେ ଜଡିତ ହୋଇ ଯାଇଛନ୍ତି ସେହିମାନଙ୍କ ଆରୋଗ୍ୟ ସକାଶେ ଏବଂ ଏହି ମହାମାରୀ ରେ ଲଡ଼େଇ କରୁଥିବା ସମସ୍ତ କର୍ମୀଙ୍କ ମଙ୍ଗଳ କାମନା ସକାଶେ ଆଜି ସନ୍ଧ୍ୟା 6. O0 ଘଣ୍ଟ ସମୟ ରେ ନିଜ ନିଜ ଘରର ଇଷ୍ଟ ଦେବୀଙ୍କ ପାଖରେ ଏକ ଦୀପ ଜାଳି 21ଥର ମହାମୃତୁଞ୍ଜୟ ମଂତ୍ର ଜପ କରନ୍ତୁ |
ଵିନୀତ ଅନୁରୋଧ ଏହି ଚିଠି ସମସ୍ତ ବ୍ୟକ୍ତି ଙ୍କ ନିକଟକୁ ପଠାନ୍ତୁ |
(ଇତି)
କଳିଙ୍ଗ ବୈଶ୍ୟ ଯୁବକ ସେବା ସଙ୍ଘ
ଋଷିକୂଲ୍ୟା ଅଂଚଳ
ଶାଖା ବଡ଼ଗଡ଼
ସଭାପତି ଜେ ନୀଲେଷ କୁମାର ସୁବୁଦ୍ଧି
ସମ୍ପାଦକ ଏ ଶିବାନନ୍ଦ ଶରାବ
କୋଷାଧକ୍ଷ ଜେ ରାଜେଶ କୁମାର ସୁବୁଦ୍ଧି
ଉପଦେଷ୍ଟା ପି ସୁବୋଧ କୁମାର ପାତ୍ର

25/03/2021

Address

Badagada
761109

Website

Alerts

Be the first to know and let us send you an email when Monali Ladies corner posts news and promotions. Your email address will not be used for any other purpose, and you can unsubscribe at any time.

Share