ଦୀନଦୟାଲ ଔଷଧ ଦୋକାନ,Deendayal Medical Store

  • Home
  • India
  • Bhadrak
  • ଦୀନଦୟାଲ ଔଷଧ ଦୋକାନ,Deendayal Medical Store

ଦୀନଦୟାଲ ଔଷଧ ଦୋକାନ,Deendayal Medical Store Contact information, map and directions, contact form, opening hours, services, ratings, photos, videos and announcements from ଦୀନଦୟାଲ ଔଷଧ ଦୋକାନ,Deendayal Medical Store, Pharmacy / Drugstore, ବାଇପାସ ଛକ, (Bypass Square ), Bhadrak.

(Bypass square)Bhadrak,( ୫୦ ବର୍ଷ ପୁରୁଣା ଦୀନ ଦୟାଲ ମେଡିକାଲ ହଲ୍ ଏବେ ( ବାଇପାସ୍ ଛକ)ରେ ଦୋକାନ ଖୋଲା ଅଛି ! ସମସ୍ତ ପ୍ରକାର ଔଷଧ ସୁଲଭ ମୂଲ୍ୟରେ ପାଇପରିବେ I ,,,50 years old Deen Dayal medical Hall now at (Bypass square)Bhadrak,,,https://maps.app.goo.gl/miJU57SZzLxmVndU7

ଖୁବ୍ ଶୀଘ୍ର (ଦୀନୟାଲ ଔଷଧ ଦୋକାନ) ବାଇପାସ୍ ଛକରେ ପ୍ରତ୍ୟେକ ଦୀନ ଚର୍ମ ରୋଗ ବରିଷ୍ଠ ଡାକ୍ତର ଙ୍କ  ଦ୍ଵାରା ଚିକିତ୍ସା ପାଇ ପାରିବେ
30/08/2026

ଖୁବ୍ ଶୀଘ୍ର (ଦୀନୟାଲ ଔଷଧ ଦୋକାନ) ବାଇପାସ୍ ଛକରେ ପ୍ରତ୍ୟେକ ଦୀନ ଚର୍ମ ରୋଗ ବରିଷ୍ଠ ଡାକ୍ତର ଙ୍କ ଦ୍ଵାରା ଚିକିତ୍ସା ପାଇ ପାରିବେ

ଦୀନଦୟାଲ ଔଷଧ ଦୋକାନ,Deendayal Medical Store , 070089 72648
29/08/2026

ଦୀନଦୟାଲ ଔଷଧ ଦୋକାନ,Deendayal Medical Store , 070089 72648

ଦୋର୍ଭ୍ୟାମ ଶୋଭିତ ଲଙ୍ଗଳ° ସମୁଷଳ° କଦମ୍ବରୀ ଚଞ୍ଚଳମ୍   ରତ୍ନାଡମ୍ବରୁକୁଣ୍ଡଳ° ଭୂଜବଳେ: ରାକ୍ରାନ୍ତ ଭୂମଣ୍ଡଳ°ବକ୍ରାଭାମଚରୁଚଣ୍ଡ ଯୁଗଳ° ନଗେନ୍...
28/08/2026

ଦୋର୍ଭ୍ୟାମ ଶୋଭିତ ଲଙ୍ଗଳ° ସମୁଷଳ° କଦମ୍ବରୀ ଚଞ୍ଚଳମ୍ ରତ୍ନାଡମ୍ବରୁକୁଣ୍ଡଳ° ଭୂଜବଳେ: ରାକ୍ରାନ୍ତ ଭୂମଣ୍ଡଳ°
ବକ୍ରାଭାମଚରୁଚଣ୍ଡ ଯୁଗଳ° ନଗେନ୍ଦ୍ର ଚୂଳଉଜ୍ଜ୍ୱଳ°
ସଂଗ୍ରାମେ ଚପଳ° ଶଶାଙ୍କ ଧବଳ° ଶ୍ରୀ ଶ୍ରୀ କାମପାଳ° ଭଜେ🙏🏻🙏🏻🙏🏻
ଦୋର୍ଭ୍ୟାମ ଶୋଭିତ ଲଙ୍ଗଳ° ସମୁଷଳ° କଦମ୍ବରୀ ଚଞ୍ଚଳମ୍ ରତ୍ନାଡମ୍ବରୁକୁଣ୍ଡଳ° ଭୂଜବଳେ: ରାକ୍ରାନ୍ତ ଭୂମଣ୍ଡଳ°

27/08/2026

ଦୀନଦୟାଲ ମେଡିକାଲ ହଲ୍ ପକ୍ଷରୁ ସମସ୍ତଙ୍କୁ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଏବଂ ବଳଦେବଜୁନ୍ ଙ୍କ ଜନ୍ମୋତ୍ସବର ଅଭିନନ୍ଦନ।

25/08/2026
ଦୀନଦୟାଲ ଔଷଧ ଦୋକାନ, ବାଇପାସ୍ ଛକ ରେ ସ୍ତ୍ରୀ ରୋଗ ବରିଷ୍ଠ ଡାକ୍ତର କୁନ୍ତଳା ମିଶ୍ର ଏବଂ ଡାକ୍ତର ସୌଦାମିନୀ ଧଳ ପ୍ରତେକ ଦୀନ ଚିକିତ୍ସା ପାଇପା...
24/08/2026

ଦୀନଦୟାଲ ଔଷଧ ଦୋକାନ, ବାଇପାସ୍ ଛକ ରେ ସ୍ତ୍ରୀ ରୋଗ ବରିଷ୍ଠ ଡାକ୍ତର କୁନ୍ତଳା ମିଶ୍ର ଏବଂ ଡାକ୍ତର ସୌଦାମିନୀ ଧଳ ପ୍ରତେକ ଦୀନ ଚିକିତ୍ସା ପାଇପାରିବେ ଯୋଗା ଯୋଗ କରନ୍ତୁ 070089 72648 ଦୀନଦୟାଲ ଔଷଧ ଦୋକାନ,Deendayal Medical Store

24/08/2026

ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଅରୁଣ ଜେଟଲୀଙ୍କ ପୁଣ୍ୟ ତିଥିରେ ବିନମ୍ର ଶ୍ରଦ୍ଧାଞ୍ଜଳି। ଦେଶ ପାଇଁ ତାଙ୍କର ଅବଦାନ ସବୁବେଳେ ସ୍ମରଣୀୟ ହୋଇ ରହିବ।

24/08/2026

ଆମର କ୍ରାନ୍ତିକାରୀ ଶିବରାମ ହରି ରାଜଗୁରୁଙ୍କ ଜୟନ୍ତୀରେ କୋଟି କୋଟି ନମନ। ଭାରତ ମାତାର ଏହି ବୀର ସନ୍ତାନଙ୍କ ବଳିଦାନ ଆମ ପାଇଁ ସଦା ସର୍ବଦା ପ୍ରେରଣାର ଉତ୍ସ। ଆସନ୍ତୁ ଆଜି ତାଙ୍କୁ ମନେ ପକାଇବା।

ବ୍ରେନ୍ ଷ୍ଟ୍ରୋକ୍ ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା। ଏହାର କୌଣସି ବି ଲକ୍ଷଣ ଦେଖାଦେଲେ ଆଦୌ ବିଳମ୍ବ ନକରି ତୁରନ୍ତ ନିକଟସ୍ଥ ଡାକ୍ତର କିମ୍ବା ସ୍...
22/08/2026

ବ୍ରେନ୍ ଷ୍ଟ୍ରୋକ୍ ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା। ଏହାର କୌଣସି ବି ଲକ୍ଷଣ ଦେଖାଦେଲେ ଆଦୌ ବିଳମ୍ବ ନକରି ତୁରନ୍ତ ନିକଟସ୍ଥ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଆନ୍ତୁ। ମନେରଖନ୍ତୁ, ସମୟରେ ଚିକିତ୍ସା ନେଲେ ଜୀବନ ବଞ୍ଚିପାରେ।

Address

ବାଇପାସ ଛକ, (Bypass Square )
Bhadrak
756100

Opening Hours

Monday 7am - 11pm
Tuesday 7am - 11pm
Wednesday 7am - 11pm
Thursday 7am - 11pm
Friday 7am - 11pm
Saturday 7am - 11pm
Sunday 7am - 11pm

Alerts

Be the first to know and let us send you an email when ଦୀନଦୟାଲ ଔଷଧ ଦୋକାନ,Deendayal Medical Store posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share