28/09/2026
Yellow IVF, Bhubaneswar ତରଫରୁ ମାଗଣା ବନ୍ଧ୍ୟାତ୍ୱ ପରାମର୍ଶ ଶିବିର
ସନ୍ତାନ ପ୍ରାପ୍ତିର ଆଶାରେ ଅପେକ୍ଷା କରିଛନ୍ତି କି? ଆପଣଙ୍କ ପାଇଁ ଏକ ଖୁସି ଖବର!
Yellow IVF ପରିବାର ପକ୍ଷରୁ ଆସ୍କାରେ ଏକ ମାଗଣା ବନ୍ଧ୍ୟାତ୍ୱ ପରାମର୍ଶ ଶିବିର ଆୟୋଜନ କରାଯାଉଛି।
ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ପରାମର୍ଶ ଓ ସଠିକ୍ ମାର୍ଗଦର୍ଶନ ପାଆନ୍ତୁ।
🗓️ ତାରିଖ: 01.10.2026 (ଗୁରୁବାର)
⏰ ସମୟ: ସକାଳ ୧୦.୩୦ ରୁ ଦିନ ୧.୩୦ ପର୍ଯ୍ୟନ୍ତ
📍 ସ୍ଥାନ: ଲାୟନ୍ସ କ୍ଲବ, ବାଣୀ ବିହାର, ଆସ୍କା
ପରାମର୍ଶ ଦେବେ:
ଡା. ସୌମ୍ୟ ରଞ୍ଜନ ପଣ୍ଡା
📞 ଯୋଗାଯୋଗ ଓ ପଞ୍ଜୀକରଣ ପାଇଁ: 8456053555
ସ୍ଲଟ୍ ସୀମିତ ଅଛି, ଶୀଘ୍ର ନାମ ପଞ୍ଜୀକରଣ କରନ୍ତୁ।