03/06/2026
ତାରିଖ 03.06.2026,KIMS Hospital ମେଡିକାଲ,
ତୁମର କିଛି ମିନିଟ୍ ସମୟ
କାହାରି ପୂରା ଜୀବନ ହୋଇପାରେ।
ରକ୍ତ ଦାନ କେବଳ ଦାନ ନୁହେଁ…
ଏହା ହେଉଛି ଆଶା।
ଏହା ହେଉଛି ପ୍ରେମ।
ଏହା ହେଉଛି ଜୀବନ।
🌹💓
ଆପଣ ଯଦି ଏହି ପୋଷ୍ଟ ପଢ଼ୁଛନ୍ତି,
ଏବଂ ଆପଣଙ୍କ ମନ ସ୍ପର୍ଶ ହୋଇଥାଏ ତେବେ ଆଗେଇଆସନ୍ତୁ।
କାହାରି ଜୀବନର କାରଣ ହେଇଯାଆନ୍ତୁ।
🌹🩸
HumanityFirst LifeSavers
SpreadLoveSpreadLife
DebyugBrahmaBindujointhemovement