15/08/2024
ଥଣ୍ଡା ଆଲର୍ଜୀ ପାଇଁ 'ମଣ୍ଟେକ୍ ଏଲ ସି ' ଏକ ସବୁଠାରୁ ଆଦୃତ Medicine. ପିଲା ଠାରୁ ଆରମ୍ଭ କରି ବୟସ୍କ ସମସ୍ତଙ୍କ ପାଇଁ ଏହାକୁ reccomend କରାଯାଏ । ଖାଲି ସେତିକି ନୁହେଁ ପ୍ରଦୂଷଣ ଜନିତ ଆର୍ଲଜୀ ପାଇଁ ମଧ୍ଯ ଏହାକୁ ସେବନ କରାଯାଏ। ମୁଁ ନିୟମିତ ଏହାର ବ୍ୟବହାରକାରୀ । ହେଲେ ଦେଖିଲା ବେଳକୁ ଏହାର ମୂଲ୍ୟ ( ୧୫ଟି ବଟିକା) ୧୮୦ ଟଙ୍କାରୁ ବୃଦ୍ଧି ପାଇ ୩୪୦ ଟଙ୍କା ହୋଇଛି। ତେବେ ଚିନ୍ତା କରନ୍ତୁ-:
-ଔଷଧର ଅହେତୁକ ମୂଲ୍ୟ ବୃଦ୍ଧି କଣ ପାଇଁ ?
Electoral Bond ର କାରନାମା ନୁହେଁତ ଆଉ କଣ?
- ଆମର ପରା ଅଚ୍ଛେ ଦିନ! ଚାରିଆଡେ ବିକାଶର ନାରା।
ଏହା କେବଳ ସଧାରଣ ଲୋକଙ୍କୁ ଲୁଟି ଭକୁଆ ବନେଇବା କଥା
ଜାଗ ଜନତା ଜାଗୋ