20/07/2026
📢 ସୂଚନା
ଆଜି Social Media Marketing Team ପକ୍ଷରୁ ପ୍ରକାଶିତ ଏକ ପୋଷ୍ଟରେ ଅନିଚ୍ଛାକୃତ ଭାବରେ ତ୍ରୁଟି ରହିଯାଇଥିଲା। ସଠିକ୍ ତଥ୍ୟ ଯାଞ୍ଚ ପରେ ବିଷୟଟି ସ୍ପଷ୍ଟ ହୋଇଛି। ଏହି ଅନିଚ୍ଛାକୃତ ତ୍ରୁଟି ପାଇଁ ଆମେ ଆନ୍ତରିକ ଭାବେ କ୍ଷମା ପ୍ରାର୍ଥନା କରୁଛୁ।
ଭବିଷ୍ୟତରେ ଏଭଳି ତ୍ରୁଟି ନ ହେବ ସେଥିପାଇଁ ଆମେ ଅଧିକ ସତର୍କତା ଅବଲମ୍ବନ କରିବୁ।
ଧନ୍ୟବାଦ।