Hisir Sagai

Hisir Sagai Education Awareness, Health Awareness , Farmers Awareness , Sports And Game

28/06/2026
ତା-15-06-2026 ରିଖ ସୋମବାର ଦିନ ମୟୁରଭଞ୍ଜ ଜିଲ୍ଲା, ଜାମଦା ବ୍ଲକ, ତାଳଗାଁ ଗ୍ରାମ ପଞ୍ଚାୟତ, ଦୁମାଡ଼ିହି ଗ୍ରାମରେ ହେଉଥିବା ରଜ ମହତ୍ସବ ରେ, ...
19/06/2026

ତା-15-06-2026 ରିଖ ସୋମବାର ଦିନ ମୟୁରଭଞ୍ଜ ଜିଲ୍ଲା, ଜାମଦା ବ୍ଲକ, ତାଳଗାଁ ଗ୍ରାମ ପଞ୍ଚାୟତ, ଦୁମାଡ଼ିହି ଗ୍ରାମରେ ହେଉଥିବା ରଜ ମହତ୍ସବ ରେ, ଅଂଚଳ ର ଅଗ୍ରଣୀ ସ୍ୱେଚ୍ଛାସେବୀ ସାମାଜିକ ସଂଗଠନ "HISIR SAGAI TRUST" ପକ୍ଷ ରୁ ଏକ ଲେମ୍ବୁ ପାଣି ବିତରଣ କାର୍ଯ୍ୟକ୍ରମ ହୋଇଥିଲା । ଏହି ରଜ ମହତ୍ସବ କୁ ଆସିଥିବା ସମସ୍ତ ଅଂଶ ଗ୍ରହଣକାରୀ ମାନେ ବିନା ମୂଲ୍ୟ ରେ ବିତରଣ ହେଉଥିବା ଲେମ୍ବୁ ପାଣି ପିଇ ବହୁତ ଖୁସି ହେଉଥିଲେ ‌। ଆମ "HISIR SAGAI TRUST" ର ସଭାପତି ଶ୍ରୀ ମୋତିଲାଲ ବାଗେ ଏବଂ କଷାଧକ୍ଷ ଶ୍ରୀ ମିକେଶ କୁମାର ବIର୍ଦା ଉପସ୍ଥିତ ଥାଇ ଲେମ୍ବୁ ପାଣି ବିତରଣ କରି ଅଂଶୁଘାତ ବିଷୟରେ ସଚେତନତା ବାର୍ତ୍ତା ଦେଇଥିଲେ, ଏଥିରେ ସହଯୋଗ କରିଥିଲେ ଉକ୍ତ " HISIR SAGAI TRUST" ର ସ୍ୱେଚ୍ଛାସେବୀ (Volunteer) ଶ୍ରୀ ପାରାଉ ବାର୍ଦା, ଶ୍ରୀ କମଲ ମୁନ୍ଦୁୟା, ଶ୍ରୀ ଅର୍ଜିତ ମୁନ୍ଦୁୟା, ଶ୍ରୀ ଖଗେଶ୍ୱର କୋଳା ।

Address

RAIRANGPUR
Rairangpur
757045

Website

Alerts

Be the first to know and let us send you an email when Hisir Sagai posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share